How to fill the Holy Sprite.

କିନ୍ତୁ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ, ତୁମ୍ଭେମାନେ ଶକ୍ତି ପ୍ରାପ୍ତ ହେବ, ଆଉ ଯିରୂଶାଲମ, ସମସ୍ତ ଯିହୂଦା ପ୍ରଦେଶ ଓ ଶମିରୋଣ, ପୁଣି, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ ।” ପ୍ରେରିତ 1:8

But you will receive power, when the Holy Spirit comes upon you, and you will be my witnesses both in Jerusalem and in all Judea and Samaria, and to the ends of the earth.{Acts 1:8}

“परन्तु जब पवित्र आत्मा तुम पर आएगा तब तुम सामर्थ्य पाओगे*; और यरूशलेम और सारे यहूदिया और सामरिया में, और पृथ्वी की छोर तक मेरे गवाह होंगे।”

What is forgiveness….&why forgiveness is important in our life….What is the benefits of forgiveness…

ପୁଣି, ବିଚାର କର ନାହିଁ, ତାହାହେଲେ ତୁମ୍ଭେମାନେ ବିଚାରିତ ହେବ ନାହିଁ; ଦୋଷୀ କର ନାହିଁ, ତାହାହେଲେ ତୁମ୍ଭେମାନେ ଦୋଷୀକୃତ ହେବ ନାହିଁ । କ୍ଷମା କର, ତାହାହେଲେ ତୁମ୍ଭମାନଙ୍କୁ କ୍ଷମା କରାଯିବ;

What is forgiveness?

Do not judge, and you will not be judged. Do not condemn, and you will not be condemned. Forgive others, and you will be forgiven.

“दोष मत लगाओ; तो तुम पर भी दोष नहीं लगाया जाएगा: दोषी न ठहराओ, तो तुम भी दोषी नहीं ठहराए जाओगे: क्षमा करो, तो तुम्हें भी क्षमा किया जाएगा।

Forgive to other’s…

What is Love of God?

ହେ ପ୍ରିୟମାନେ, ଆସ, ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ, କାରଣ ପ୍ରେମ ଈଶ୍ୱରଙ୍କଠାରୁ ଜାତ, ଆଉ ଯେ କେହି ପ୍ରେମ କରେ, ସେ ଈଶ୍ୱରଙ୍କଠାରୁ ଜାତ ଓ ଈଶ୍ୱରଙ୍କୁ ଜାଣେ ।
୧ ଯୋହନ 4:7

Beloved, let us love one another, for love is from God, and everyone who loves is born from God and knows God.
1 John 4:7

हे प्रियों, हम आपस में प्रेम रखें; क्योंकि प्रेम परमेश्‍वर से है और जो कोई प्रेम करता है, वह परमेश्‍वर से जन्मा है और परमेश्‍वर को जानता है।
1 यूहन्ना 4:7

ହେ ପ୍ରିୟମାନେ, ପ୍ରତ୍ୟେକ ଆତ୍ମାଙ୍କୁ ବିଶ୍ୱାସ କର ନାହିଁ, ବରଂ ଆତ୍ମାମାନେ ଈଶ୍ୱରଙ୍କଠାରୁ ଆଗତ କି ନାହିଁ, ଏହା ସେମାନଙ୍କୁ ପରୀକ୍ଷା କରି ଦେଖ, କାରଣ ଜଗତରେ ଅନେକ ଭଣ୍ଡ ଭାବବାଦୀ ବାହାରି ଅଛନ୍ତି ।
୧ ଯୋହନ 4:1

Christian fellowship

Praise the Lord every one …

ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସୁମଧୁର ନାମରେ ସମସ୍ତ ଭାଇଓ ଭଉଣୀ ମାନଙ୍କୁ  ମୋ ତରଫରୁ praise the lord ଏବଂ ନମସ୍କାର ଜ୍ଞାପନ କରେ।

ମୁଁ  ଆଶା କରୁଛି ,ଆପଣ ମାନଙ୍କୁ ଏହି ଭିଡ଼ିଓ ଟି ଭଲ ଲାଗିଥିବ।  

ଏହି ଭିଡ଼ିଓ କୁ like, share ଏବଂ channel କୁ subscribe କରିବାକୁ ଜମାରୁ ଭୁଲନ୍ତୁ ନାହିଁ।।
ମତେ ଫେସବୁକ୍ ରେ ଫଲୋ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ 

Please Following me in Facebook page :
https://www.facebook.com/123akashkumarr/

PLEASE SUBSCRIBE & 欄欄欄欄SUPPORT THIS NEW YOUTUBE CHANNEL TO GROW IN GOD’S GRACE…

https://youtube.com/channel/UCjPqbkJBPR-JTd_FmtsvmSQ

ଆପଣ ମାନଙ୍କ 欄欄欄欄欄ସହଯୋଗ ହିଁ ମତେ ଆଗକୁ ବଢ଼ିବାରେ ସାହାଯ୍ୟ କରିବ।।

PLZ LIKE, share&Subscribe this youtube channel…:::::::;;—////☺️☺️☺️☺️☺️::;-””””‘//

Thank you for watching this video☺️…..’;-/

Don’t forget to subscribe this channel,,,,,,../;’:;☺️
      ‘:;-/”‘;/may god bless you all”:;-//-:'”☺️’;/

  #LOVEOFGOD.  #କ୍ଷମାରଶକ୍ତିpart3